କରୋନା ପ୍ରଭାବ : ବନ୍ଦ ହେବ ସଂସଦ ଅଧିବେଶନ

0

ଭୁବନେଶ୍ୱର :ସାରା ବିଶ୍ୱ ଏବେ କରୋନା ଭାଇରସ କବଳରେ I ଭାରତରେ କରୋନା ଭାଇରସ୍‌ ସଂକ୍ରମଣ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଅଧିକାଂଶ ରାଜ୍ୟ ଏହାର ମୁକାବିଲା କରିବା ଲାଗି ଲକ୍‌ ଡାଉନ ଘୋଷଣା କରିଛନ୍ତି । ଏଭଳି ପରିସ୍ଥିତିରେ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନକୁ ସରକାର ସୋମବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଦେବେ ବୋଲି ଜଣାପଡିଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More