କରତାରପୁର କରିଡର ଖୋଲିବା ପଛରେ ପାକିସ୍ତାନ ସେନା ଏବଂ ISI ର ବଡ ଷଡଯନ୍ତ୍ର ରହିଛି

0

ପାକିସ୍ତାନରେ ଭାରତ ବିରୋଧୀ ସନ୍ତ୍ରାସବାଦୀମାନଙ୍କ ସହିତ ୧ ହଜାରୁ ଅଧିକ ଖଲିସ୍ଥାନ ବିଛିର୍ନ୍ତବାଦୀଙ୍କୁ ପାଳି ପୋସି ରଖିଥିବା ପାକିସ୍ତାନ ଏବେ ନୁଆ ଷଡଯନ୍ତ୍ର କରିବାରେ ଲାଗିଛି I ଏ ଷଡ଼ଯନ୍ତ୍ରଟି ହେଲା କରତାରପୁର କରିଡର ପାଇଁ ଭିସା ଛାଡ଼ କରିବାର ଯେଉଁ ଯୋଜନା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଘୋଷଣା କରିଛନ୍ତି ତାହାଉପରେ ଭାରତ ସରକାରଙ୍କର ସନ୍ଦେହ ବଢ଼ିବାରେ ଲାଗିଛି I କାରଣ ଭିସା ଛାଡ଼ କରି ଅଧିକରୁ ଅଧିକ ଶିଖ ଯୁବକଙ୍କୁ ଖଲିସ୍ଥାନି କରିବା ପାଇଁ ତାଙ୍କର ଏହା ଏକ ପ୍ରୟାସ ବୋଲି ବିଶେଷଜ୍ଞମାନେ ମତ ପୋଷଣ କରିଛନ୍ତି I ସେଥିପାଇଁ କେନ୍ଦ୍ରସରକାର କି ପ୍ରସ୍ତୁତି କରୁଛନ୍ତି ତାହା ଜାଣିବାକୁ ବାକି ଅଛି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More