ଭାରତରେ ବିଭିର୍ନ ସମୟରେ ଆତଙ୍କ ସୃଷ୍ଟି କରୁଥିବା ଆତଙ୍କବାଦୀ ସଙ୍ଗଠନକୁ ପ୍ରତେକ୍ଷ ଭାବରେ ସହଯୋଗ କରୁଥିବା ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ର ଗୁଇନ୍ଦାଗିରି କାମ କରୁନଥିବା ପାକିସ୍ତାନ ସେନା ମୁଖ୍ୟଙ୍କ ପାଇଁ ଏକ ଚିନ୍ତାର କାରଣ ହୋଇଛି I

0

ଭୁବନେଶ୍ୱର : ପାକିସ୍ତାନର ଗୁପ୍ତଚର ସଂସ୍ଥା ISI କୁ ଦକ୍ଷିଣ ଏସିଆରେ ଏକ ଟାଣୁଆ ଗୁପ୍ତଚର ସଂସ୍ଥା ହିସାବରେ ବିବେଚନା କରାଯାଉଥିଲେ ମଧ୍ୟ ପାକିସ୍ତାନରେ ଏହାର ଗୁରୁତ୍ୱ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି I ସଥିପାଇଁ ଚିନ୍ତିତ ହୋଇପଡିଛନ୍ତି ପାକିସ୍ତାନର ସେନା ମୁଖ୍ୟ ଯାବେଦ ବାଜୱା I ISI ବିଭିର୍ନ ସମୟରେ ଭାରତ ବର୍ଷରେ ତାର କାୟା ବିସ୍ତାର କରି ଅନେକ ଅପରାଧିକ କାର୍ଯ୍ୟରେ ପ୍ରତେକ୍ଷ ଓ ପରୋକ୍ଷ ଭାବରେ ସହଯୋଗ କରିଆସୁଥିଲା I ନରେନ୍ଦ୍ର ମୋଦିଙ୍କ ସରକାର ଶାସନ ଭାର ଗ୍ରହଣ କରିବା ପରେ ପାକିସ୍ତାନ ଉପରେ ବାଲକୋଟ ଆକ୍ରମଣ , ଧାରା ୩୭୦ ପ୍ରତ୍ୟାହାର , ତିନି ତଲାକ ଉଛେଦ ଇତ୍ୟାଦି କାର୍ଯ୍ୟକ୍ରମ ସଂକ୍ରାନ୍ତରେ ISI ପାକିସ୍ତାନ ସରକାରଙ୍କୁ ଠିକ ସମୟରେ ତାର ରିପୋର୍ଟ ଦେବା ସହିତ ଅରାଜକତା ସୃଷ୍ଟି କରିବାରେ କୌଣସି କାର୍ଯ୍ୟକ୍ରମ ନକରିବାରୁ ସେନାହୀନିର ମୁଖ୍ୟ ISI ର ମୁଖ୍ୟ ସମେତ ଭାରତରେ ଥିବା ISI ପ୍ରତିନିଧିଙ୍କୁ ହଟେଇ ଦେଇଛନ୍ତି I
ରମେଶ ଶତପଥୀ

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More