ଧନ୍ୟ ଏ ରାଜା ଧନ୍ୟ ଏ ଦେଶ : ପାକିସ୍ତାନ ପୃଥିବୀର ଏକ ମାତ୍ରଦେଶ ଯେଉଁ ଦେଶରେ ସୈନ୍ୟବାହୀନ ତରଫରୁ ବ୍ୟବସାୟ କରାଯାଏ । ଏପରିକି ବର୍ତ୍ତମାନ ସୈନ୍ୟବାହୀନି ତରଫରୁ ସିନେମା ମଧ୍ୟ କରାଗଲାଣୀ ।

0

ଦେଶରେ ଆଥିକ ଦୂରବସ୍ତା ଦେଇ ଗତି କରୁଥିବା ପାକିସ୍ତାନ ସରକାରର ପ୍ରକୃତ ଶାସକ ହେଉଛନ୍ତି ଦେଶର ସେନାବାହିନୀ । ସେନାବାହିନୀ ଓ ତାଙ୍କର ଗୁଇନ୍ଦା ସଂସ୍ଥା ଆଇଏସଆଇ ଏବେ ମଧ୍ୟ ଦେଶ ଶାସନକରେ ପ୍ରତ୍ୟେକ ଭାବରେ ଦେଶକୁ ନିୟନ୍ତ୍ରଣ କରୁଛନ୍ତି । ରାଜନୈତିକ ଦଳକୁ ବି । ହେଲେ ଶୁଣିଲେ ଆଚାର୍ଯ୍ୟ ଲାଗିବ ଯେ ସେନାବାହିନୀର ବରିଷ୍ଠ ଅଫିସରମାନେ ବିଭିନ୍ନ ଶିଳ୍ପସଂସ୍ଥା କରିବା ଯଥା ସିମେଣ୍ଟ ଶିଳ୍ପ, କପଡ଼ା ଶିଳ୍ପ ଓ ବଡ଼ବଡ଼ ଠିକାଧାରୀ କାମ କରିବା ସହ ଏବେ ସିନେମା ନିର୍ମାଣ କଲେଣୀ । ଏହି ସିନେମା ପ୍ରସ୍ତୁତ କାରୀ ସଂସ୍ଥା ହେଲା ଆଇଏସପିଆର ଅର୍ଥାତ ଇଣ୍ଟର ସଭିସ ପବ୍ଲିକ ରିଲେସନ । ଏହାର କାମ ହେଉଛି ସରକାରଙ୍କ ନୀତି ଓ ନିଷ୍ପତିର ପ୍ରଚାର ଓ ପ୍ରସାର କରିବା । ହେଲେ ଏହୀ ସଂସ୍ଥା ଗତ କାଲି ଏକ ଫଲ୍ମ ନିର୍ମାଣ କରି ବିଭିନ୍ନ ଗଣମାଧ୍ୟମରେ ଏହା ପ୍ରସାରିତ ହେବା ପରେ ଦେଶର ଜନ ସାଧାରଣ ତଥା ତଳସ୍ତର ସୈନିକମାନେ ଯେଉଁମାନେ କି ସୀମା ସୁରକ୍ଷା ଦାୟିତ୍ୱରେ ଅଛନ୍ତି ଚର୍ଚ୍ଚା ଚାଲିଛି ଯେ ଧନ୍ୟ ଏ ରାଜା ଧନ୍ୟ ଏଦେଶ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More