ପିଆଜ ଦର ବୃଦ୍ଧି ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ ଙ୍କ ପ୍ରତିକ୍ରିୟା

0

ଭୁବନେଶ୍ୱର :ପିଆଜ ଦର ବୃଦ୍ଧି ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁଙ୍କ ପ୍ରତିକ୍ରିୟା I ସାରା ଦେଶରେ ସମ୍ମାନ ଅବସ୍ଥା ଅଛି । କେବେଳ 3 ରାଜ୍ୟରେ ପିଆଜ ଦର ଓଡ଼ିଶାଠାରୁ କମ ଅଛି। ଗତ 23, 25, 25ରେ ଲଗାଣ ବର୍ଷା ଯୋଗୁ ଉତ୍ପାଦନ ବ୍ୟାହତ ହୋଇଛି । ମାର୍କେଟକୁ ପିଆଜ ପହଞ୍ଚି ପାରୁନାହିଁ । ଆମେ ବାହାର ରାଜ୍ୟରୁ ପିଆଜ କିଣି 284ଟି Fair Price Shop ଜରିଆରେ କମ ଦାମରେ ବିକୁଛୁ । ଯେଉଁଠି ଗ୍ରହକଙ୍କ ପାଇଁ ଦୋକାନୀ ଅସୁବିଧା କରିବେ, ସରକାର ସଜାଗ ଅଛନ୍ତି ଓ କାର୍ଯ୍ୟାନୁଷ୍ଠାନ ନେବେ । କେନ୍ଦ୍ର ସରକାର ବିଦେଶରୁ ପିଆଜ କିଣିବାର ବ୍ୟବସ୍ଥା କରୁଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More