ଆମିଶ ଠାରୁ ବଳିଯାଉଛି ପିଆଜ : କେଜି ୭୦ ଛୁଇଲା

0

ବର୍ଷାପାଗ । ତାସାଙ୍ଗକୁ ବୁଧବାର । ଅଧିକାଶ ଲୋକ ଆମିଶ ଟିକେ ଖାଇବା ପାଇଁ ପ୍ଲାନ କରିଛନ୍ତି । କିଏ ମାଛ ତ କିଏ ମାଂସ, ପୁଣି କିଏ ଅଣ୍ଡା ଝୋଳ କରିବାକୁ ପ୍ରସ୍ତୁତ । ହେଲେ ପିଆଜ କିଣିବାକୁ ଗଲେ ଲୋକେ କାନ୍ଦୁଛନ୍ତି । କାରଣ ସପ୍ତାହ ହେବ ପିଆଜ ଦର ଅଣଆୟତ ହୋଇଛି । ପିଆଜ କେଜି ୭୦ ଟଙ୍କାରେ ପହଞ୍ଚିଛି । କେବଳ ଓଡ଼ିଶାରେ ନୁହେଁ, ପୁରା ଦେଶରେ ପିଆଜ ଦର ଆକାଶ ଛୁଆଁ । ଦିଲ୍ଲୀରେ ପିଆଜ ଦର ୬୦ରୁ ୭୦ ଟଙ୍କା ରହିଛି । ପିଆଜ ଦର ନେଇ ଲୋକେ ହନ୍ତସନ୍ତ ହେଉଥିବା ବେଳେ ରାଜ୍ୟ ସରକାର ହାତ ଟେକିଦେଇଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More