ଓଡିଶା ଯୁବ କଂଗ୍ରେସର ମାଗଣା ରନ୍ଧାଖାଦ୍ୟ ବଣ୍ଟନ

0

ଭୁବନେଶ୍ୱର : ଆଜି ଲକଡାଉନର ୮ ଦିନ ରେ ଓଡିଶା ଯୁବ କଂଗ୍ରେସ ସଭାପତି ଶ୍ରୀ ଲୋକନାଥ ମହାରଥୀଙ୍କ ନେତୃତ୍ୱରେ ଭୁବନେଶ୍ୱର ରେଲୱଷ୍ଟେସନ ନିକଟରେ ଅସହାୟ,ଦିନ ଦରିଦ୍ରଙ୍କୁ ମାଗଣା ରନ୍ଧାଖାଦ୍ୟ ବଣ୍ଟନ କଲେ । ତାଙ୍କୁ ସାମାଜିକ ଦୂରତ୍ୱ ରଖିବା ପାଇଁ ଏବଂ ତାଙ୍କୁ ସାନିଟାଇଜର ଓ ସାବୁନ ଦ୍ୱାରା ବାରମ୍ବାର ହାତଧୋଇବା ପାଇଁ ସଚେତନ କରିଥିଲେ । ଆଜିର ଏହି ଖାଦ୍ୟବଣ୍ଟନ କାର୍ଯ୍ୟକର୍ମକୁ ଅନ୍ୟ ମାନଙ୍କ ମଧ୍ୟରେ ସଂକୁନା କଂହର, ରଞ୍ଜିତ ପାତ୍ର,ବିରଞ୍ଚି ବାରିକ ଓ ସନ୍ତୋଷ ସେଠି ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More