ରାଜ୍ୟସରକାରଙ୍କୁ ନିଜାମୁଦ୍ଦିନ ଫେରନ୍ତାଙ୍କ ଚିନ୍ତା : କେନ୍ଦ୍ର କ୍ୟାବିନେଟ ସଚିବଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ସହ ଭିଡ଼ିଓ କନଫରେନ୍ସିରେ ଆଲୋଚନା

0

ଭୁବନେଶ୍ୱର : ନିଜାମୁଦ୍ଦିନରୁ ଫେରିଥିବା ଲୋକଙ୍କୁ ନେଇ ରାଜ୍ୟସରକାରଙ୍କ ଚିନ୍ତା I କେନ୍ଦ୍ର କ୍ୟାବିନେଟ ସଚିବଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା I ନିଜାମୁଦ୍ଦିନ ଫେରନ୍ତାଙ୍କୁ ଚିହ୍ନଟ କରିବା ନେଇ କନଫରେନ୍ସି ଯୋଗେ ଆଲୋଚନା I ଏହି ଭିଡ଼ିଓ କନଫରେନ୍ସି ଗୃହ ସଚିବ , DGP ଉପସ୍ଥିତ I
ଅଧିକ ଟେଷ୍ଟିଙ୍ଗ କୀଟ ଓ ମେଡିକାଲ ଉପକରଣ ଅଧିକ ଯୋଗାଇବାକୁ ରାଜ୍ୟର ଦାବି I ବ୍ୟାଙ୍କ ସେବା ଅବ୍ୟାହତ ରଖିବା ଉପରେ ଗୁତୁତ୍ୱ I ଆବଶ୍ୟକ କର୍ମଚାରୀ ଉପସ୍ଥିତ ରହିବେ ନେଇ ହେଲା ଆଲୋଚନା I
ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ପ୍ୟାକେଜ ଲୋକଙ୍କ ପାଖରେ ଠିକ ଭାବେ ପହଂଚାଇବାକୁ କେନ୍ଦ୍ର ସରକାରଙ୍କ ଗୁରୁତ୍ୱ I ଲକଡାଉନ କୁ କଡାକଡି ଭାବେ ଲାଗୁ କରିବାକୁ କେନ୍ଦ୍ରର ନିର୍ଦେଶ I
ଶ୍ରମିକ ଯିବା ଆସିବା ଉପରେ ଅଧିକ କଟକଣା କରିବାକୁ ଗୁରୁତ୍ୱ I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More