ଓଡ଼ିଶାକୁ ବାତ୍ୟା ଛୁଇବନି : ୮ରୁ ୩ଦିନ ଧରି ବର୍ଷା

0

ଭୁବନେଶ୍ୱର : ଉତ୍ତର ଆଣ୍ଡାମାନ ଓ ସଂଲଗ୍ନ ଅଂଚଳରେ ସୃଷ୍ଠି ହୋଇଥିବା ଘୂଣ୍ଣିୟବଳୟ ଅବପାତର ରୂପ ନେଇଛି । ଏହା ଘଣ୍ଟା ପ୍ରତି ୬କିଲୋମିଟର ବେଗରେ ଆସୁଛି । ପାରାଦ୍ୱୀପ ଠାରୁ ୮୨୦ କିଲୋମିଟର ଦୂରରେ ରହିଛି । ପଶ୍ଚିମ ଓ ଉତ୍ତର ପଶ୍ଚିମ ଆଡ଼କୁ ଗତି କରୁଛି । ଏହାର ପ୍ରଭାର ଓଡ଼ିଶାରେ ବତ୍ୟ୍ୟା ହେବ ନାହିଁ । ବତ୍ୟାର ରୂପ ନେବା ପରେ ଓଡ଼ିଶା ପ୍ରତି ବିପଦି ନାହିଁ ବୋଲି ଆଂଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାର ପ୍ରଭାବରେ ୮ରୁ ତିନିଦିନ ଧରି ବର୍ଷା ହେବ । ଉତ୍ତର ଓ ପଶ୍ଚିବବଙ୍ଗ ଅଂଚଳରେ ରହିବେ । ୭ ତାରିଖ ସୁଦ୍ଧା ଗଭୀର ସମୁଦ୍ରରୁ ବାହାରି ଆସିବାକୁ ମତ୍ସଜୀବୀମାନେ ସମୁଦ୍ର ଭିତରୁ ନଆସିବା ପାଇଁ । କାରଣ ସମୁଦ୍ର ଅଶାନ୍ତ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More