ନଭେମ୍ବର ୧୩ ର ଡିସେମ୍ବର ୧୯ ଯାଏଁ ଚାଲିବ ବିଧାନସଭା ଶୀତକାଳୀନ ଅଧିଵେଶ

0

ଭୁବନେଶ୍ୱର : ଆସନ୍ତା 13ରୁ ଆରମ୍ଭ ହେବ ବିଧାନସଭା ଶୀତକାଳୀନ ଅଧିବେଶନ । ଏହି ଅଧିବେଶନ ରେ 30ଟି କାର୍ଯ୍ୟ ଦିବସ ରହିଛି । 21ଟି ସରକାରୀ କାର୍ଯ୍ୟ ଦିବସ ଓ 5ଟି ବେସରକାରୀ କାର୍ଯ୍ୟ ଦିବସ ରହିଛି । ବିଧାନସଭାର ପ୍ରଥମ ଦିନରେ 2019-20 ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଆଗତ ହେବ । ଏହା ଉପରେ 3 ଦିନ ଧରି ଆଲୋଚନା ହେବ । ବିଧାନସଭା କୁ ସୁରୁଖୁରୁରେ ଚାଲିବା ପାଇଁ ବିରୋଧୀଙ୍କ ସହଯୋଗ ଲୋଡିଛୁ । ବିରୋଧୀ ଆଣିବାକୁ ଥିବା ସମସ୍ତ ପ୍ରସଂଗ ଉପରେ ଆଲୋଚନା ପାଇଁ ପ୍ରସ୍ତୁତ । ଡ଼ିସେମ୍ବର 19 ତାରିଖ ଯାଏ ଚାଲିବ ଅଧିବେଶନ । ପ୍ରତିକ୍ରିୟା ରଖିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More