ଓଡିଶାଅପଡେଟ୍ ଓ ଲୋକଶକ୍ତି ତରଫରୁ ନୂଆଖାଇ ଜୁହାର

0

ନୂଆଖାଇ ଅବସରରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ସମସ୍ତ ଓଡିଶାବାସିଙ୍କ ପାଇଁ ସୁଖସମୃଦ୍ଧି ଆଣିଦେଉ । ଶସ୍ୟସାମଳାରେ କ୍ଷେତ ଆମର ହସୁଥାଉ । ଏହି ଗଣପର୍ବ ସାରା ପୃଥିବୀରେ ତାର ପରମ୍ପରାକୁ ବଜାୟ ରଖୁ । ଓଡିଶାଅପଡେଟ୍ ଓ ଲୋକଶକ୍ତି ତରଫରୁ ଏହି ଶୁଭକାମନା । ଅଜିର ଦିନଟି ସମସ୍ତ ପାଇଁ ମଙ୍ଗଳମୟ ହେଉ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More