ରାଜ୍ୟର 90ରୁ ଅଧିକ ସ୍ଥାନରେ ନାହିଁ ରେଳବାଇ ଫାଠକ : ମନ୍ତ୍ରୀ କହିଲେ ଖବୁଶିଘ୍ର ଦୂର ହେବ ସମସ୍ୟା

0

ଭୁବନେଶ୍ୱର : ରାଜ୍ୟର 90ରୁ ଅଧିକ ସ୍ଥାନରେ ନାହିଁ ରେଳବାଇ ଫାଠକ l ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ଦେଇ ଅତିକ୍ରମ କରୁଥିବା ରେଲୱେ ଲାଇନରେ ଫାଠକ ଲଗାଇବାକୁ ପୂର୍ତ୍ତ ବିଭାଗକୁ ଚିଠି ଲେଖିଲା ରେଳବାଇ l ମନ୍ତ୍ରୀ କହିଲେ ଖବୁଶିଘ୍ର ଦୂର ହେବ ସମସ୍ୟା l ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ ହେବ ଫାଟକ l ଫାଟକ ନଥିବାରୁ ଏହିସବୁ ସ୍ଥାନରେ ଦୁର୍ଘଟଣା ହେଉଛି l ଫଳରେ ବହୁ ଧନଜୀବନ କ୍ଷୟକ୍ଷତି ହେଉଛି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More