ନାରୀ ଓ ଶିଶୁ ପ୍ରସଙ୍ଗକୁ ନେଇ ରାଜନୀତି ନକରିବାକୁ ବିରୋଧୀଙ୍କୁ ଆହ୍ୱାନ କଲେ ନବୀନ

0

ଭୁବନେଶ୍ୱର : ଆଜି ବିଧାନସଭାରେ ନାରୀ ଓ ଶିଶୁ ପ୍ରସଙ୍ଗରେ ବିରୋଧୀଙ୍କୁ ରାଜନୀତି ନକରିବାକୁ ଆହ୍ୱାନ କରିଛନ୍ତି ନବୀନ I ସେ କହିଛନ୍ତି, ଭୁଲିଯାଅନ୍ତୁ ମୁଁ ମୁଖ୍ୟମନ୍ତ୍ରୀ ଓ ବିଜେଡି ସଭାପତି । ମୁଁ ଜଣେ ବରିଷ୍ଠ ମନ୍ତ୍ରୀ ଭାବେ କହୁଛି, ବିଧାନସଭାରେ ଉଚ୍ଚ ସ୍ତରୀୟ ଆଲୋଚନା ହେଉ । ଦୁଷ୍କର୍ମ, ହତ୍ୟାକୁ ନେଇ ରାଜନୀତି କରା ନଯାଉ । ମହିଳାଙ୍କ ବିରୋଧରେ ଅପରାଧକୁ ଗୁରୁତ୍ୱ ଦିଆଯାଉଛି । ମହିଳା ଶିଶୁଙ୍କ ମାମଲାକୁ ଗୁରୁତ୍ୱ ଦିଆଯାଇଛି । ମୋ ସରକାର ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ମୁଁ ନିଜେ 300 କଲ କରିଛି । ସବୁ ପୋଲିସକୁ ଅପିଲ, ନିଜ କର୍ତ୍ତବ୍ୟ ସଠିକ ଭାବରେ ତୁଳାନ୍ତୁ ।
ମୋଟାମୋଟି ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଧୀନ ରହିଛି । ଗୃହରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୃହ ବିଭାଗ ଖର୍ଚ୍ଚ ଦାବି ପାରିତ। ମୁଖ୍ୟମନ୍ତ୍ରୀ ଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ବିରୋଧୀ କଂଗ୍ରେସ ସଭ୍ୟଙ୍କ କକ୍ଷତ୍ୟାଗ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More