ଦେଶରେ ନବୀନ ପୁଣି ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ : ସି-ସର୍ଭେ

0

ଭୁବନେଶ୍ୱର : ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ସି ସର୍ଭେ ଅନୁସାରେ ନବୀନଙ୍କୁ ମିଳିଛି ୮୨.୫୯ ପ୍ରତିଶତ ଭୋଟ । ପୂର୍ବରୁ ମଧ୍ୟ ନବୀନ ପଟ୍ଟନାୟକ ଦେଶରେ ଶ୍ରେଷ୍ଠ ପ୍ରଶାସକ ଓ ନମ୍ବର 1 ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି । ଲୋକଙ୍କ ହିତରେ ସବୁବେଳେ କାମ କରୁଥିବା ନବୀନ ସରକାର ଦେଶ ତଥା ଆନ୍ତର୍ଜାତିକ ସ୍ତରରେ ସବୁବେଳେ ପ୍ରସଂଶା ପାଇଥାନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More