ପୁରୀ ଗଜପତିଙ୍କ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା ପ୍ରସଙ୍ଗରେ ଉତ୍ତର ରଖିଲେ ସମ୍ବଲପୁର ବିଜେପି ସାଂସଦ ନିତେଶ ଗଙ୍ଗଦେଵ

0

ପୁରୀ ଗଜପତିଙ୍କ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା ପ୍ରସଙ୍ଗରେ ଉତ୍ତର ରଖିଛନ୍ତି ସମ୍ବଲପୁର ବିଜେପି ସାଂସଦ ନିତେଶ ଗଙ୍ଗଦେଵ । ଏହା ତାଙ୍କର ବ୍ୟକ୍ତିଗତ ମତ, ମୋର କିଛି କହିବାର ନାହିଁ । ଆମେ ଏହାକୁ ରାଜନୈତିକ ଦିଗରୁ ଦେଖିବାନି । ଆମେ ଆମ ରାସ୍ତାରେ ରହିବା, ସେମାନେ ତାଙ୍କର । ଗଜପତିଙ୍କୁ ପଚାରନ୍ତୁ କାହିଁକି ପ୍ରଶଂସା କଲେ ? ମୋ ମତ ଆମେ ଦଳୀୟ ଭିତ୍ତିରେ ମିଶିକି କାମ କରିବା କାରଣ ଗତ ୨୦ ବର୍ଷରୁ ରାଜ୍ୟରେ କିଛି ଉନ୍ନତି ହୋଇନି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More