ପୁଣି ନିରବ ମୋଦିଙ୍କ ଜାମିନ ଆବେଦନ ଖାରଜ

0

ବହୁଚର୍ଚ୍ଚିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଜାଲିଆତି ତଥା ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦି ବର୍ତ୍ତମାନ ଲଣ୍ଡନର ୱାଣ୍ଡସଓର୍ଥ ଜେଲରେ ଅଛନ୍ତି I କୋର୍ଟରୁ ଜାମିନ ପାଇବା ପାଇଁ ଗତକାଲି ତାଙ୍କୁ ୱେଷ୍ଟମିନିଷ୍ଟର କୋର୍ଟରେ ହଜାର କରାଯାଇଥିଲା I ୨ ମିଲିୟନ ପାଉଣ୍ଡ ବଦଳରେ ୪ ମିଲିୟନ ପାଉଣ୍ଡ ନିରାପତା ଜମା ଦେଇ ନିରବ ଜାମିନ ପାଇଁ ଆବେଦନ କରିଥିଲେ I ମାତ୍ର ବିଚାରପତି ଏମ୍ମା ଆରବୁଥନଟ ତାଙ୍କର ଜାମିନ ଆବେଦନ କୁ ଖାରଜ କରିଦେଇଛନ୍ତି I ଆଜି କୋର୍ଟରେ ନୀରବ ଉପସ୍ଥିତ ଥିଲାବେଳେ ଜାମିନ ପାଇବା ଆଶାରେ ଅଧିକ ସ୍ମାର୍ଟ ଓ ସ୍ୱାସ୍ଥ୍ୟବସ୍ଥା ଭଲ ନଥିଲାପରି ନଜର ଦେଖାଯାଉଥିଲେ I ପୂର୍ବରୁ ସେ ବାରମ୍ବାର ନିଜର ସୁସ୍ଥତା କଥା କୋର୍ଟକୁ ଜଣାଇଥିଲେ ମଧ୍ୟ କିଛି ଫଳ ହୋଇନଥିଲା I ଆଜି ମଧ୍ୟ ସେହି ସ୍ୱାସ୍ଥ୍ୟବସ୍ଥା ଉଠାଇବାବେଳେ ତାଙ୍କୁ ବିଚାରପତି ଏହାକୁ ପ୍ରତ୍ୟାଖାନ କରିଛନ୍ତି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More