ଆଜିର ମୁଖ୍ୟ ଖବର : ନଜର ପକାନ୍ତୁ ……

0

ଭୁବନେଶ୍ୱର : ଆଜିର ମୁଖ୍ୟ ଖବର
୧- “ମୋ ସରକାର” ଅଧୀନକୁ ଆସିଲା ଆହୁରି ୬ଟି ସରକାରୀ ବିଭାଗ।କୃଷି ବିଭାଗର ‘କାଳିଆ’ ଯୋଜନା, ଚାଷୀ ପଞ୍ଜିକରଣ ଯୋଜନା, ମହିଳା ଓ ଶିଶୁ ବିକାଶ ବିଭାଗର ମମତା ଯୋଜନା ଓ ମିଶନ ଶକ୍ତି ।

୨- ଟ୍ରାଫିକ ନିୟମ ଉଲ୍ଲଘଂନ, କଟକରେ ନାବାଳକ ପାଇଁ ଜରିମାନା ଦେଲେ ବାପା – ହେଲମେଟ୍‌ ନପିନ୍ଧି ଫୋନରେ ଗପି ଗାଡି ଚଳାଉଥିବାରୁ ୬ ହଜାର ଫାଇନ୍‌ ।

୩- ୧୦ ରୁ ୧୫ % ଦର ବଢାଇଲେ ଅପରେଟର, ମୋବାଇଲ କଲ୍ ମହଙ୍ଗା ।

୪- ଏଣିକି ଫ୍ଲିପ୍‌କାର୍ଟରେ ମିଳିବ ଓଡ଼ିଶା ହସ୍ତଶିଳ୍ପ ସାମଗ୍ରୀ ।

୫- ଧରାପଡିଲେ ୧୭୮ ମଦ୍ୟପ ଚାଳକ,୫୪୭୪ଗାଡି ହେଲା ଯାଞ୍ଚ।

୬- ପଟ୍ଟାମୁଣ୍ଡାଇ : ସୁନା ବେପାରୀ ବିଜୟ ସାହୁ ଓ ତାଙ୍କ ଭାଇ ଲକ୍ଷ୍ମୀଧର ସାହୁ ଓ ପୁତୁରା ରାଧାଗୋବିନ୍ଦ ସାହୁଙ୍କୁ ଆକ୍ରମଣ କରି ୭୦ ଗ୍ରାମ ସୁନା ୧ କେଜି ରୁପା ସହିତ ୫ହଜାର ଟଙ୍କା ଲୁଟ୍ କଲେ ଲୁଟେରା ଗ୍ୟାଙ୍ଗ ।

୭- ବରଗଡ଼ :ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାପାଇଁ ଶୁଭ ସ୍ତମ୍ବ ସ୍ଥାପନ ।

୮- ଉତ୍ତରପ୍ରଦେଶ : ବିଲରେ ନଡା ଜଳାଇବା ନେଇ ୨୬ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନୋଟିସ ଜାରି ।

୯- ହାଇଦ୍ରାବାଦ ବଳାତ୍କାର ମାମଲା : ୪ ଦିନ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ, ଗଠନ ହେବ ଫାଷ୍ଟଟ୍ରାକ କୋର୍ଟ ।

୧୦- ମୋଦୀ ସରକାର ତୁର୍କୀରୁ ଆଣୁଛନ୍ତି ୧୧ ହଜାର ମିଲିୟନ ଟନ ପିଆଜ, ଲୋକଙ୍କୁ ମିଳିବ ଆଶ୍ୱସ୍ତି !

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More