ଓଡିଶା ଅପଡେଟ ପରିବାର ତରଫରୁ ନୂତନ ବର୍ଷର ଅଭିନନ୍ଦନ

0

୨୦୨୦ ନୂଆବର୍ଷର ସମସ୍ତଙ୍କୁ ସୁଭେତ୍ସା I ଜଗତର ନାଥ ଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରନ୍ତୁ , ସମସ୍ତଙ୍କୁ ସୁଖ ସମୃଦ୍ଧି ଭରି ଦିଅନ୍ତୁ , ସମସ୍ତଙ୍କ ମନରେ ସେବା ମନ ବୃତି ରହୁ , ଦୁର୍ନୀତି ବିରୋଧରେ ଲଢ଼ିବା ପାଇଁ ପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ଶକ୍ତି ଦିଅନ୍ତୁ I ଏହା ହିଁ ଓଡିଶା ଅପଡେଟ ପରିବାର ପକ୍ଷରୁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା I
ରମେଶ ଶତପଥୀ
ମୁଖ୍ୟ ସମ୍ପାଦକ

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More