ନୂଆ ପରିବହନ ଆଇନ୍ ଲାଗୁ ପରେ ଫାଇନ ଆଦାୟ ଟିକସ ବଢ଼ିଛି, ହେଲେ ଜୋରିମାନା କମିଛି : ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

0

ଭୁବନେଶ୍ୱର : ନୂଆ ପରିବହନ ଆଇନ୍ ଲାଗୁ ପରେ ଫାଇନ ଆଦାୟ ଟିକସ ବଢ଼ିଛି, ହେଲେ ଜୋରିମାନା କମିଛି I ସେପଟେମ୍ବର ଓ ଅକ୍ଟୋବର ଦୁଇ ମାସରେ ଜୋରିମାନା ଆଦାୟ ହୋଇଛି ୧୩ କୋଟି ୮୫ ଲକ୍ଷ । ଗତ ବର୍ଷ ଏହି ଦୁଇ ମାସ ରେ ଆଦାୟ ହୋଇଥିଲା ୨୦ କୋଟି ୬ ଲକ୍ଷ । ଦୁଇ ମାସ ଟିକସ ଆଦାୟ ହୋଇଛି ୨୪୪ କୋଟି ୬୪ ଲକ୍ଷ । ଗତ ବର୍ଷ ଏହି ଦୁଇ ମାସ ରେ ଆଦାୟ ହୋଇଥିଲା ୨୦୨ କୋଟି । ସେପେଟମ୍ବର ଓ ଅକ୍ଟୋବର ମାସରେ ଜୋରିମାନା ଆଦାୟ ହୋଇଛି ୧୩ କୋଟି ୮୫ ଲକ୍ଷ ବୋଲି ଗୃହରେ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More