ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ବିଶାଖାପାଟଣା ଶ୍ରୀ ସାରଦା ପୀଠର ସାଧୁସନ୍ଥ

0

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଲେ ବିଶାଖାପାଟଣାର ଶ୍ରୀ ସାରଦା ପୀଠର ସାଧୁସନ୍ଥ । ଆସନ୍ତା ୩୦ ରୁ ୩ ତାରିଖ ଯାଏଁ ସେମାନଙ୍କ ଆଶ୍ରମରେ ବାର୍ଷିକ ସମାରୋହ ଅଛି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବାକୁ ଆସିଥିଲେ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More