କାର୍ତ୍ତିକ ପୂର୍ଣ୍ଣିମା ଓ ଦେବ ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କାଶୀରେ ୬ ଲେନ୍ ଜାତୀୟ ରାଜପଥ ଉଦଘାଟିତ

0

ବନାରସ : ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ଦେବ ଦୀପାବଳି I ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ନିଜ ସଂସଦୀୟ କ୍ଷେତ୍ର ବନାରସରେ ପହଞ୍ଚିଛନ୍ତି । ବାବତପୁର ବିମାନବନ୍ଦରରେ ଉତ୍ତର ପ୍ରଦେଶ ଯୋଗୀ ଅଦିତ୍ୟନାଥ ମୋଦିଙ୍କୁ ସ୍ୱାଗତ କରିଥିଲେ । ମୋଦି ବିମାନବନ୍ଦରରୁ ସିଧା ବନାରସ ଖଜୁରୀକୁ ଯାଇଥିଲେ ଓ ସେଠାରେ ସେ ୬ ଲେନ ବିଶିଷ୍ଟ ଜାତୀୟ ରାଜପଥ ଉଦଘାଟନ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ‘ଦେବ ଦୀପାବଳି ଓ ଗୁରୁ ନାନକଙ୍କ ପ୍ରକାଶ ଉତ୍ସବରେ କାଶୀକୁ ଆଧୁନିକ ଭିତ୍ତିଭୂମିର ଆଉ ଏକ ଉପହାର ମିଳିଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More