ତାଳିମାରି ଅଭିବାଦନ ଜଣାଇଲେ ନବୀନ ଓ ପାଣ୍ଡିଆନ

0

ଭୁବନେଶ୍ୱର : ଆଜି ସାରା ଦେଶ ଜନତା କର୍ଫ୍ୟୁକୁ ସ୍ୱଇଚ୍ଛାରେ ପାଳନ କରିଛି । ନିଜ ଜୀବନକୁ ବାଜି ଲଗେଇ ଜରୁରୀ ସେବା ପ୍ରଦାନକାରୀମାନେ ବର୍ତ୍ତମାନ କରୋନାକୁ ପରାସ୍ତ କରିବା ପାଇଁ ନିଜକୁ ନିୟୋଜିତ କରିଛନ୍ତି । ସେମାନଙ୍କ ମନବଳ ବଢ଼ାଇବା ପାଇଁ ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5T ସଚିବ ଭି କେ ପଣ୍ଡିଆନ ଧନ୍ୟବାଦ ଜଣାଇଛନ୍ତି ।
ଯେମିତି କି ପୂର୍ବରୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଥିଲେ ଆଜି ସନ୍ଧ୍ୟା ୦୫.୦୫ ମିନିଟ୍ ସମୟରେ ସମସ୍ତ ଡାକ୍ତର, ପୋଲସ,ଏବଂ ସାମ୍ବାଦିକମାନଙ୍କୁ ଅଭିବାଦନ ଜଣାଇବା ପାଇଁ । ଏହି କ୍ରମରେ ସାମିଲ ହୋଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ । ସେ ନବୀନ ନିବାସରେ ଘଣ୍ଟ ଏବଂ ତାଳିମାରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହଲୋକସେବ ଭବନରେ 5T ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ,ମୁଖ୍ୟ ସାଶନ ସଚିବ ଅସିତ୍ କୁମାର ତ୍ରିପାଠୀ ଏବଂ ବରିଷ୍ଠ ଅଧିକାରୀମାନେ ମଧ୍ୟ ଏଥିରେ ନିଜକୁ ସାମିଲ କରିଛନ୍ତି । ସମସ୍ତେ ଘଣ୍ଟ , ପ୍ଲାଗ କାର୍ଡ ଏବଂ ତାଳିମାରୀ ସମସ୍ତଙ୍କ ମନବଳ ବଢ଼ାଇଛନ୍ତି । ଯାହାକି ସାଧାରଣଙ୍କ ପାଇଁ ପ୍ରେରଣା ପାଲଟିଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More