ସବୁ ରାଜ୍ୟର ମ୍ୟଖ୍ୟମନ୍ତ୍ରୀଙ୍କୁ ନବୀନ ପଟ୍ଟନାୟକଙ୍କ ଚିଠି

0

ଭୁବନେଶ୍ୱର : କରୋନା ପାଇଁ ସାରା ଦେଶରେ ୨୧ ଦିନ ପାଇଁ ଲକଡାଉନ ଘୋଷଣା ହେବା ପରେ ବାହାର ରାଜ୍ୟକୁ କାମ କରିବାକୁ ଯାଇଥିବା ଶ୍ରମିକମାନେ ଫସିରହିଛନ୍ତି I ସେଥିପାଇଁ ବାହାର ରାଜ୍ୟରେ ଫସିରହିଥିଵା ଓଡ଼ିଆଙ୍କ ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି I ସେମାନଙ୍କ ରହିବା , ଖାଇବା ଓ ସୁରକ୍ଷା ପାଇଁ ନବୀନ ଚିଠି ଲେଖିଛନ୍ତି I ଆଉ ଏହାସହ ଅନ୍ୟରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ କହିଛନ୍ତି ଯେ, ଓଡ଼ିଶାରେ ଯଦି କେହି ଫସି ରହିଥିବେ ତାହାହେଲେ ମୋତେ ଜଣାନ୍ତୁ I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More