ନଭେମ୍ବର ୬ ରେ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସମ୍ମିଳନୀ : ଯୋଗଦେବେ ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ

0

ନଭେମ୍ବର ୬ ରେ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସମ୍ମିଳନୀ I ବରମୁଣ୍ଡା ପଡିଆରେ ହେବ ବିରାଟ ଚଷୀ ସମ୍ମିଳନୀ I ଯୋଗଦେବେ ଆନ୍ନା ହଜାରେ ଙ୍କ ସମେତ ଦେଶର ବିଭିନ୍ନ ରାଜ୍ୟର ଚାଷୀ ଏବଂ କୃଷକ ନେତା, ଓଡ଼ିଶାର ଲକ୍ଷାଧିକ ଚାଷୀ ବି ଯୋଗଦେବେ I ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ ଦାବି I ଚାଷ ଭିତ୍ତିଭୂମି ର ବିକାଶ, ଯୁବ ଏବଂ ବୟସ୍କ ଚାଷୀ ଙ୍କୁ ଭତ୍ତା ପ୍ରଦାନ ନେଇ ଗର୍ଜନ କରିବ ନବ ନିର୍ମାଣ କୃଷକ ସଙ୍ଗଠନ I ଆନ୍ଦୋଳନ କରୁଥିବା ଚାଷୀଙ୍କୁ କାଳିଆ ସହାୟତା ଜାଣିଶୁଣି ଦିଆଯାଇନଥିବା ଅଭିଯୋଗ I ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ନବନିର୍ମାଣ କୃଷକ ସଙ୍ଗଠନ ର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More