ମୁସାରଫଙ୍କୁ ସଜ୍ଜା-ଏ-ମତ

0

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁସାରଫଙ୍କୁ ମୃତ୍ୟୁ ଦଣ୍ଡ । ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛନ୍ତି ପାକିସ୍ତାନର ଏକ ସ୍ୱତନ୍ତ୍ର ଅଦାଲତ । ଦେଶଦ୍ରୋହ ମାମଲାରେ ମୁସାରଫଙ୍କୁ ଫାଶୀ ଦିଆଯିବା ନେଇ କୋର୍ଟ ନିର୍ଦେଶ ଦେଇଛନ୍ତି । ଏଠାରେ ସୂଚନା ଥାଉକି ମୁସାରଫ ବର୍ତମାନ ଦୁବାଇରେ ଅଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More