ଆତଙ୍କବାଦୀଙ୍କ ଟାର୍ଗେଟରେ ଗିରିଶ ମୁର୍ମୁ

0

ଭୁବନେଶ୍ୱର : ଜାମ୍ମୁ ଓ କାଶ୍ମୀର ନୁଆ ରାଜ୍ୟାପଳ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କରିଛନ୍ତି । ବଡ଼ଧରରଣ ଆକ୍ରମଣ କରିବାକୁ ଆତଙ୍କବାଦୀମାନେ ପ୍ଲାନ କରିଛନ୍ତି । ଏନେଇ ଗୁଇନ୍ଦା ବିଭାଗ ପୋଲିସ ବିଭାଗକୁ ସର୍ତକ କରିବା ସହ ଉପ ରାଜ୍ୟପାଳଙ୍କ ସୁରକ୍ଷା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛି । ଲକସର ଆତଙ୍କବାଦୀ ଏହି ଟାର୍ଗେଟ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅତି ବିଶ୍ୱସ୍ତ ହେଉଛନ୍ତି ଗିରିଶ ମୁର୍ମୁ । ଆତ୍ମଘାତି ଆକ୍ରମଣ କରିବାକୁ ଯୋଜନା କରାଯାଇଛି । ତେଣୁ ପାକିସ୍ତାନ ସମର୍ଥନ ଆତଙ୍କବାଦୀ ସଂଗଠନ ଯେଉଁ ଟାର୍ଗେଟ କରିଛି ଏନେଇ ଜାମ୍ମୁ –କାଶ୍ମୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More