କିଏ ହେବ କଂଗ୍ରେସର ସଭାପତି

0

କଂଗ୍ରେସର ପରବର୍ତୀ ସଭାପତି କିଏ ହେବ ତାକୁନେଇ ଆଜି ଦିଲ୍ଲୀରେ ହେବ ମାନସମନ୍ଥନ । ଏନେଇ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଆଜି ବସିବାକୁ ଯାଉଛି । ରାହୁଲ ଗାନ୍ଧୀ କଂଗ୍ରେସ ଅଧକ୍ଷ ପଦରୁ ଇସ୍ତଫା ଦେବାପରେ କଂଗ୍ରେସର ପରବର୍ତୀ ଅଧକ୍ଷ କିଏ ହେବ ତାକୁନେଇ ସସ୍ପେନ୍ସ ଜାରି ରହିଛି । ୨୦୦୯ ରୁ ୨୦୧୨ ପର୍ଯ୍ୟନ୍ତ ସାମାଜିକ ଓ ନ୍ୟାୟ ମନ୍ତ୍ରାଳୟର ଦାୟିତ୍ୱରେ ଥିଲେ ମୁକୁଳ ୱାସନିକ । ତେବେ ମୁକୁଳ ୱାସନିକ କଂଗ୍ରେସର ପରବର୍ତୀ ଅଧକ୍ଷ ହେବେ ବୋଲି ଜଣାପଡିଛି । ତାଙ୍କର ବୟସ ୫୯ ବର୍ଷ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More