କେରଳ ଛୁଇଁଲା ମୌସୁମୀ

0

କେରଳ ଛୁଇଁଲା ମୌସୁମୀ । ମୌସୁମୀ ପ୍ରଭାବରେ କେରଳରେ ବର୍ଷା ଆରମ୍ଭ ହୋଇଯାଇଛି । ସୂଚନା ଦେଲା ଭାରତୀୟ ପାଣିପାଗ ବିଭାଗ । ଆଇଏମଡିର ଉପ-ମହାନିର୍ଦେଶକ ଆନନ୍ଦ କୁମାର ଶର୍ମା ସୋମବାର କହିଛନ୍ତି, ଆଜି କେରଳରେ ମୌସୁମୀର ଆଗମନ ହୋଇଛି । କମ୍ ଚାପ କାରଣରୁ ସୃଷ୍ଟି ହୋଇଥିବା ଅବପାତ କାରଣରୁ ୩-୪ ତାରିଖ ଭିତର ଦାଦରା ନଗର ହାବେଳି, ନର୍ଥ, କୋଙ୍କଣ, ନର୍ଥ ମଧ୍ୟ ମହାରାଷ୍ଟ୍ର, ଡାମନ୍ ଦ୍ବୀପରେ ପ୍ରବଳ ବର୍ଷା ହେବ । ପୂର୍ବ ଆକଳନ ଅନୁସାରେ ସ୍ୱାଭାବିକ ସମୟରେ କେରଳ ଛୁଇଁଛି ମୌସୁମୀ । ତେବେ ମୌସୁମୀ ଆଗମନର ସ୍ବାଭାବିକ ସମୟ ମୁମ୍ବାଇରେ ୧୦ ଜୁନ୍‌ ଥିବା ବେଳେ ଜୁନ୍‌ ୩ରେ ଭାରି ଲଘୁଚାପଜନିତ ବର୍ଷ‌ା ହେବ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More