ମୋଦିଙ୍କ ରାସ୍ତାରେ ଦିଦି

0

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁସରଣ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ଫେରିବା ବାଟରେ ହଠାତ ମମତା ଅଟକି ଯାଇଥିଲେ ଏକ ଚାହା ଦୋକାନ ପାଖରେ । ଆଉ ତାପରେ ଯାହା ଘଟିଲା ତାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି । ମମତା ବାନାର୍ଜୀ ଚାହା ଦୋକାନରେ ଚାହା ତିଆରିକଲେ । ଆଉ ପାଖରେ ଥିବା ସମସ୍ତଙ୍କୁ ନିଜ ହାତତିଅରି ଚାହା ପିଆଇଥିଲେ । ମାମାତଙ୍କର ଏପରି ରୂପ ଏବେ ବଡ ଖବର ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଚା ପେ ଚର୍ଚା’ ନୀତିକୁ ମମତା ଅନୁକରଣ କରିବା ଏବେ ଚାରିଆଡେ ଚର୍ଚାର ବିଷୟ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More