ଦେଶବାସୀଙ୍କୁ ଜନରାଜ୍ୟ ଦିବସର ଶୁଭେଛା ଜଣାଇଲେ ମୋଦି

0

ଆଜି ଦେଶ ପାଳନ କରୁଛି ୬୯ ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ଦେଶର ରାଜଧାନୀ ଦିଲ୍ଲୀରୁ ଆରମ୍ଭ କରି ପଲ୍ଲି ସବୁଠାରେ ଫର ଫର ହୋଇ ଉଡୁଛି ତ୍ରିରଙ୍ଗା । ଗଣତନ୍ତ୍ରର ଏହି ଉତ୍ସବର ପରିବେଶରେ ଦେଶବାସୀଙ୍କୁ ଶୁଭେଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ୍ ଯୋଗେ ଦେଶବାସୀଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଛା ଜଣାଇଛନ୍ତି ମୋଦି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More