ଝିଲିକଙ୍କ ହାତ ଧରିଲେ ବିଜେଡ଼ି ବିଧାୟକ ପ୍ରୀତି ଘଡ଼ାଇ…

0

ଭୁବନେଶ୍ୱର: ଯାଜପୁର ଜିଲ୍ଲାର ବରିଷ୍ଠ ନାଗରିକ ତଥା ବିଜେଡ଼ି ଉପ ସଭାପତି ପ୍ରଫୁଲ ଘଡ଼ାଇ ପୁଅ ତଥା ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡ଼ାଇ ବିବାହବନ୍ଧନର ବାନ୍ଧିହୋବକୁ ଯାଉଛନ୍ତି । ଓଲିଉଡ଼ର ନାୟିକା ଝିଲିକିକୁ ବିବାହା କରିବେ ପ୍ରୀତି ଘଡ଼ାଇ । ବହୁଦିନ ଧରି ପ୍ରୀତିଘଡ଼ାଇ ବିବାହ କରିବେ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା । ଆସନ୍ତା କାଲି ତାଙ୍କର ନିବନ୍ଧ ଶେଷ ହୋଇଛି । ଆଗାମୀ ଦିନରେ ସେ ଝିଲିକିକୁ ବିହାର କରିବେ । ଅଭିନେତ୍ରୀ ଓ ରାଜନେତାଙ୍କ ଏହି ଯୋଡ଼ି ଏବେ ପୁରା ଓଡ଼ିଶାରେ ଚର୍ଚ୍ଚାର ବିଷୟ । ଝିଲିକି ଓ ପ୍ରୀତି ଘଡ଼ାଇ ନିବନ୍ଧ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More