‘ମିଷ୍ଟର କହ୍ନେୟା’ ପ୍ରଡକ୍ସନ ୟୁନିଟକୁ ନୋଟିସ

0

ଅପକମିଙ୍ଗ ମୁଭି ‘ମିଷ୍ଟର କହ୍ନେୟାକୁ’ ନେଇ ତେଜୁଛି ବିବାଦ । ମିଷ୍ଟର କହ୍ନେୟାର ପ୍ରଡକ୍ସନ ୟୁନିଟକୁ ମହିଳ ଥାନା ପୋଲିସ ପକ୍ଷରୁ ନୋଟିସ । ଥାନାରେ ହଜାର ହୋଇ ନିଜର ପକ୍ଷ ରଖିବାକୁ ନୋଟିସରେ ଦର୍ଶାଯାଇଛି ।

ଏଠାରେ ସୂଚନା ଥାଉକି, ଏହି ଚଳଚିତ୍ରରେ ୭ଜଣ ଝିଅ ବସିଥିବାବେଳେ ତାଙ୍କ ବେକରେ ଦଉଡି ଲଗାଯାଇ ସେ ଦଉଡ଼ିର ଗୋଟିଏ ମୁଣ୍ଡ ପପୁ ଧରିଥିବାର ବ୍ୟାନରରେ ଦର୍ଶାଯାଇଛି । ଦେଖିଲେ ଲାଗୁଛି ଯେଭଳି ପପୁ ୭ଟି ଘୋଡ଼ାଙ୍କୁ ରଥରେ ବାନ୍ଧି ରଥ ଚଳାଉଛନ୍ତି । ତେଣୁ ଏହାକୁ ନାରୀ ଜାତିପ୍ରତି ଅପମାନ ସଦୃଶ ବିବେଚନା କରାଯାଉଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More