ମାଲକାନଗିରିରେ ଭୂମିକମ୍ପ ଅନୁଭୁତ

0

ଭୁବନେଶ୍ୱର : ମାଲକାନଗିରି ଜିଲ୍ଲାରେ ମୃଦବ ଭୂମିକମ୍ପ ଅନୁଭୁତ ହୋଇଛି । ୩ରୁ ୫ ସେକେଣ୍ଟ ପର୍ୟ୍ୟନ୍ତ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । ଏହି ସମୟରେ ଲୋକମାନେ ଲୋକମାନେ ବାହିରାଆସିଥିଲେ ।ଜିଲ୍ଲାର ମାଥିଲି, ଗୋବନ୍ଦିପାଲ୍ଲୀ, ଖଇରପୁଟ ଅଞ୍ଚଳରେ ଝଟ୍କା ଅନୁଭୂତ ହୋଇଥିବା ଝଣାପଡିଛି । ଭୂମିକମ୍ପର ତିବ୍ରତା ସମ୍ପର୍କରେ ସଠିକ୍ ସୂଚନା ମିଳିନଥିବା ବେଳେ ଏହା ୨ରୁ ୩ ସେକେଣ୍ଡ ଅନୁଭୂତ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More