୨୮ଦିନ ପରେ ଘରକୁ ଫେରିଲେ ଲତା

0

ମୁମ୍ବାଇ : ଘରକୁ ଫେରିଲେ ଲତା ମଙ୍ଗଗସେକର । ଦୀର୍ଘଦିନ ଅସୁସ୍ଥତା ପରେ ସେ ଘରକୁ ଫେରିଲେ । ଦୀର୍ଘ ୨୮ ଦିନର ଚିକିତ୍ସା ପରେ ଘରକୁ ଫେରିଛନ୍ତି ସ୍ୱର ସାମ୍ରାଗ୍ନୀ ଲତା ମଙ୍ଗେସ୍କର । ଏହି ଅବସରରେ ସେ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଦେଇଛନ୍ତି । ନଭେମ୍ବର ୧୧ ତାରିଖରେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାକୁ ଲତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ୪ ସପ୍ତାହ ଧରି ଡାକ୍ତର ତାଙ୍କର ଚିକିତ୍ସା କରିଥିଲେ

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More