କୋଟିଆରେ ହେବ ପୋଲିସ ଥାନା

0

ଭୁବନେଶ୍ୱର : ପ୍ରାୟ 100 ଗାଁ ଆନ୍ଧ୍ର, ଛତିଶଗଡ଼, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ସହ ସୀମା ବିବାଦ ଚାଲିଛି । ସମସ୍ତ ସରକାରୀ ଅଧିକାରୀଙ୍କୁ ନିୟମିତ ଭାବେ ଏହି ସମସ୍ତ ଅଂଚଳ ପରିଦର୍ଶନ କରିବାକୁ ବାଚସ୍ପତିଙ୍କ ନିର୍ଦେଶ । କୋଟିଆରେ ପୋଲିସ ଥାନା ହେବ । ସେଠାରେ ସ୍କୁଲ କି କଲେଜ ହେବା ସହ ଓଡ଼ିଶାର ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ । ଓଡ଼ିଶା ସୀମାର 5 କିଲୋମିଟର ପରିଧିରେ ଥିବା ସ୍କୁଲ ଓ କଲେଜ ବନ୍ଦ ହେବନି । ଛାତ୍ରଛାତ୍ରୀ କମ ଥିଲେ ବି ବନ୍ଦ ହେବନି । ଏପରି କି ଅଫିସ ଦୂର ହେଲେ ବି ବନ୍ଦ ହେବ ନାହିଁ । ସୀମାନ୍ତ ଥାନା ଗୁଡିକୁ ଆହୁରି କ୍ଷମତସମ୍ପନ କରାଯିବ । ବାଲି ଗୋଡି ଓ ମୋରମ ଉଠାନ ବିବାଦ ନେଇ ଆସନ୍ତାକାଲି ରାଜସ୍ୱ ବିଭାଗ ବୈଠକ କରିବେ । ଆନ୍ଧ୍ର ଦେଇ ଗଜପତିର 16 ଓ ଗଞ୍ଜାମର 13 ଗାଁ ଦେଇ ଓଡ଼ିଶା ଆସିବାକୁ ପଡେ । ଏହି ବିବାଦ ସ୍ଥାନୀୟ କ୍ଷେତ୍ରରେ ସମାଧାନ କରାଯିବ । ସମସ୍ତ ଜିଲ୍ଲାପାଳଙ୍କ ସହ ଭିଡ଼ିଓ କନ୍ଫରେନ୍ସି ଜରିଆରେ ଆଲୋଚନା ହେବ । କମିଟି ଅଧ୍ୟକ୍ଷ ସୂର୍ଯ୍ୟ ପାତ୍ର ଓ ସଦସ୍ୟ ଅନନ୍ତ ଦାସଙ୍କ ପ୍ରତିକ୍ରିୟା

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More