କୋଣାର୍କରେ ପାଣ୍ଡିଆନ : ରୂପରେଖ ବଦଳାଇବାକୁ ପ୍ରସ୍ତୁତ କଲେ ବ୍ଲୁପ୍ରିଣ୍ଟ

0

ଭୁବନେଶ୍ୱର : ସକାଳୁ ସକାଳୁ ଲୋକେ ଉଠିଲା ପୂର୍ବରୁ କୋଣାର୍କରେ ପହଞ୍ଚିଗଲେ ୫ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ । ସାଙ୍ଗରେ ଥିଲେ ପୂର୍ତ୍ତ ସଚିବ କିଷନ କୁମାର ଓ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂହ । ତାପରେ ଆଲୋଚନା ହେଲା କିପରି ସୂର୍ଯ୍ୟ ମନ୍ଦିର ପାରିପାଶ୍ୱର୍କ ବିକାଶ ହେବ । ସ୍ପଷ୍ଟ ଉପରେ ପ୍ରସ୍ତୁତ ହେଳା ବ୍ଲୁପ୍ରିଣ୍ଟ । କୋଣାର୍କ ସହ ଚନ୍ଦ୍ରଭାଗାର କିପରି ସୌନ୍ଦର୍ଯ୍ୟକରଣ କରାଯିବ ତାହା ବି ସ୍ଥିର ହେଲା । ପର୍ଯ୍ୟଟନ ସ୍ଥଳି ଓ ଏøତିହର ବିକାଶ କିପରି ହେବ ସେନେଇ ମୁଖ୍ୟମନ୍ତ୍ରୀ ସ୍ୱପ୍ନକୁ ୫ଟି ସଚିବ ଅକ୍ଷର ଅକ୍ଷରେ ପାଳନ କରି କାମ କରୁଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More