ଆରମ୍ଭ ହୋଇଯାଇଛି ୩୦ ତମ କୋଣାର୍କ ମହୋତ୍ସବ

0

ଭୁବନେଶ୍ୱର : ଆରମ୍ଭ ହୋଇଯାଇଛି କୋଣାର୍କ ମହୋତ୍ସବ I ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହୋଇଥିବା ୩୦ ତମ ମହୋତ୍ସବ ୫ ଦିନ ଧରି ଚାଲିବ I ଏହି ମହୋତ୍ସବକୁ ଉଦଘଟାନ କରିଛନ୍ତି କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେସି ଲାଲ I ମହୋତ୍ସବରେ ଓଡିଶୀ , କୁଚୁପୁଡି,କଥକ , ଭରତନାଟ୍ୟମ ଭଳି ଶାସ୍ତ୍ରୀୟ ନୃତ୍ୟ ମୁଖ୍ୟ ଆକର୍ଷଣ ରହିଛି ଏବଂ ଏହାସହ ବାଲୁକା କଲା ମଧ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଛି I ଭାରତ ସମେତ ୭ଟି ଦେଶର ୧୨୩ ବାଲୁକା ଶିଳ୍ପୀ ୪୪ ଟି ଷ୍ଟଲରେ ସେମାନଙ୍କ କଳାନୈପୁଣ୍ୟ ପ୍ରଦର୍ଶନ କରିଛନ୍ତି । ପ୍ରତ୍ୟେକ ଷ୍ଟଲ୍‌ରେ ଭାରତର ଗରିମାମୟ ଐତିହ୍ୟ ଭେଟିଦେଇଥିଲେ ବାଲୁକା ଶିଳ୍ପୀବୃନ୍ଦ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More