କୋହଲିଙ୍କ ଫିଟନେସ୍ ରାଜ୍ ସାକାହାରି..

0

ବର୍ତ୍ତମାନ କ୍ରିକେଟ ଜଗତରେ ଜଣେ ସଫଳ ଖେଳାଳି ଭାବେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ବେଶ ପରିଚିତ । ଏହାର ମୁଖ୍ୟ କାରଣ ହେଉଛି ସେ ସାକାହାରି । ସେ ସାକାହାରି ହେଲା ଦିନ ଠାରୁ ତାଙ୍କ ଖେଳରେ ତାଙ୍କ ଖେଳରେ ନିୟମିତ ପ୍ରଦର୍ଶନ ବୃଦ୍ଧି ହେବାରେ ଲାଗିଛି ।
ଏକ ସାକ୍ଷାତକାର ଅବସରରେ ‌କୋହଲି କହିଛନ୍ତି ଯେ ପୂର୍ବରୁ କେବେ ବି ମୁଁ ଏତେ ଖୁସି ଅନୁଭବ କରି ନଥିଲି । ସାକାହାରି ହେବା ପରେ ହିଁ ଅନେକ କ୍ଷେତ୍ରରେ ମୋର ଉନ୍ନତି ହୋଇଛି । ପ୍ରଥମ ଥରପାଇଁ ସେ ୧୦୧୬ ଆଇପିଏଲ୍ ସମୟରେ ଆମୀଶ ନଖାଇବା ପାଇଁ ନିଷ୍ପତ୍ତି ନେଇଥିଲେ । ତାପରଠାରୁ ଖେଳରେ ତାଙ୍କର ଏକାଗ୍ରତା ବଢ଼ିବାରେ ଲାଗିଛି । ଟ୍ରେନର ଶଙ୍କର ବାସୁ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ମାଂସ ଖାଇଲା ବେଳେ ମୁଁ ଟ୍ବେଣ୍ଟି-୨୦ ଭଲ ଖେଳୁଥିଲି । ହେଲେ ଟେଷ୍ଟ କ୍ରିକେଟର ଲମ୍ବା ପାଳି ପାଇଁ ଦରକାର ଶକ୍ତି ଓ ସାମର୍ଥ୍ୟର ଅଭାବ ରହୁଥିଲା । ଏବେ ଏହି ଅସୁବିଧା ଦୂର ହୋଇଛି । ମୁଁ ସମସ୍ତଙ୍କୁ ସାକାହାରି ଖାଦ୍ୟ ଖାଇବାକୁ ପରାମର୍ଶ ଦେବି । ଗତକାଲି ଚତୁର୍ଥ ସ୍ଥାନରେ ଆସି ଭାରତୀୟ ଅଧିନାୟକ ବିରାଟ କୋହଲି (୭୦* ରନ୍, ୨୯ ବଲ୍, ୪ ଚୌକା, ୭ ଛକା) ବ୍ୟାଟିଂ କରିଥିଲେ । ମାତ୍ର ୨୧ ବଲ୍‌ରୁ ୨୪ତମ ଅର୍ଧଶତକ ଛୁଇଁଥିଲେ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More