ଆଜି ପବିତ୍ର ଖ୍ରୀଷ୍ଟମାସ : ଓଡିଶା ଅପଡେଟ ପରିବାର ତରଫରୁ ଶୁଭେଚ୍ଛା

0

ଆଜି ପବିତ୍ର ବଡ଼ଦିନ । ଆଜିର ଦିନରେ ଭଗବାନ ଯୀଶୁ ଖ୍ରୀଷ୍ଟ ଧରାବତରଣ କରିଥିଲେ । ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି ଭାରତର ପ୍ରତେକ ଖ୍ରୀଷ୍ଟ ଧର୍ମାବଲମ୍ବୀ ଭାଇ ଓ ଭଉଣୀମାନେ । ପୁରପଲ୍ଲୀରେ ସଜେଇ ହୋଇଛି ଖ୍ରୀଷ୍ଟମାସ-ଟ୍ରି ଓ ଆଲୋକ ମାଳା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଖ ଶାନ୍ତି ଓ ସମୃଦ୍ଧି କାମନା କରି ଶୁଭେଚ୍ଛା ଜଣାଇଛନ୍ତି ।

ଓଡିଶା ଅପଡେଟ ପରିବାର ତରଫରୁ ଖ୍ରୀଷ୍ଟମାସର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More