କେଜ୍ରିୱାଲଙ୍କ ଶପଥ ଗ୍ରହଣ ଉତ୍ସବ : ଫୋକସରେ କୁନି ମଫଲର ମ୍ୟାନ

0

ଭୁବନେଶ୍ୱର : ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଅରବିନ୍ଦ କେଜ୍ରିୱାଲ I ଏହି କାର୍ଯ୍ୟକ୍ରମରେ ବହୁ ଅତିଥି ଯୋଗ ଦେବେ I ହେଲେ ଖାସ ଅତିଥି ହେବେ କୁନି କେଜ୍ରିୱାଲ I ଯେକି କେଜ୍ରିୱାଲଙ୍କ ଭଳି ରୂପରେ ନିଜକୁ ସଜ୍ଜିତ କରି ଚର୍ଚାକୁ ଆସିଛନ୍ତି I ଏହି କୁନି କେଜ୍ରିୱାଲଙ୍କର କ୍ରେଜ ବି ସୋସିଆଲ ମିଡିଆରେ କିଛି କମ ନୁହେଁ I ଏହି କୁନି କେଜ୍ରିୱାଲଙ୍କ ନାଁ ହେଉଛି ଅଭ୍ୟାନ ତୋମାର I ତାଙ୍କ ଘର ଦିଲ୍ଲୀର ମୟୁର ବିହାରରେ I ତାଙ୍କ ବାପା ଜଣେ କେଜ୍ରିୱାଲଙ୍କର ବଡ ପ୍ରଶଂସକ ହୋଇଥିବାରୁ ସେ ଏପରି ବେଶ ହୋଇଥିବା ଚର୍ଚା ହେଉଛି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More