କରତାରପୁର କରିଡର ଉଦଘାଟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

0

ଗୁରୁନାନକ ଦେବଙ୍କ ୫୫୦ତମ ଜୟନ୍ତୀ ପୂର୍ବରୁ କରତାରପୁର କରିଡର ଚେକ୍‌ପୋଷ୍ଟ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରତାରପୁର ସାହିବର କୋଣ ଅନୁକୋଣରେ ଗୁରୁ ନାନକ ଦେବଙ୍କ ମହକ ସମାହିତ ହୋଇ ରହିଛି ବୋଲି ମୋଦୀ ସିଖ୍ ସମ୍ପ୍ରଦାୟର ଲୋକଙ୍କୁ ସମ୍ବୋଧିତ କରି କହିଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More