ଫୋକସରେ ଚାଷୀ ଓ କାଳିଆ ଯୋଜନା

0

ଫୋକସରେ ଚାଷୀଙ୍କ ଆୟ ବୃଦ୍ଧି I ଚୂଡାନ୍ତ କୃଷିନୀତି ପୂର୍ବରୁ ପ୍ରକାଶ ପାଇଲା ଚିଠା କୃଷିନୀତି – ୨୦୧୯ I ଏହି ଚିଠାରେ କାଳିଆ ଯୋଜନା ଓ ଚାଷୀଙ୍କ ଆୟକୁ ଫୋକସ I କାଳିଆ ଯୋଜନାକୁ ୫ ବର୍ଷ ଯାଏଁ ଚାଲୁ ରଖିବାକୁ ଚିଠାରେ ପ୍ରସ୍ତାବ ଦିଆଯାଇଛି I ୧୭ ଜିଲ୍ଲାର ଚାଷୀଙ୍କ ଆୟ ରାଜ୍ୟ ଅନୁପାତ ଠାରୁ କମ ରହିଛି I ତେଣୁ ଚାଷୀଙ୍କ ଆୟକୁ ବହୁ ଗୁଣିତ କରିବାକୁ ଗୁରୁତ୍ୱ ଦିଆଯାଇଛି I ମହିଳା ଚାଷୀଙ୍କୁ ଗୁରୁତ୍ୱ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠିକୁ ବିନା ସୁଧାରେ ୫ ଲକ୍ଷ ଟଙ୍କା ଦେଵା ପାଇଁ ପ୍ରସ୍ତାବ ଦିଆଯାଇଛି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More