ଡିଜି ବଦଳି ନେଇ ଜୟନରାୟନ ମିଶ୍ରଙ୍କ ପ୍ରତିକ୍ରିୟା

0

ଭୁବନେଶ୍ୱର ଡିଜି ବଦଳି କୁ ନେଇ ବିଜେପି ବିଧାୟକ ଜୟନରାୟନ ମିଶ୍ରଙ୍କ ପ୍ରତିକ୍ରିୟା I କୌଣସି ଅଫିସରଙ୍କ ଉପରେ ସରକାରଙ୍କର ଭରସାରହୁନି I ଯେଉଁ ଅଫିସର ସରକାରଙ୍କ ମୁତାବକ କାମ କରୁନାହାନ୍ତି ତାଙ୍କୁ ହଟା ଯାଉଛି । ବିକେ ଶର୍ମା ଙ୍କୁ ନିଯୁକ୍ତି ଦେବା ପୂର୍ବରୁ ସରକାର କଣ ଜାଣି ନଥିଲେ ତାଙ୍କର କାର୍ଯ୍ୟକଳାପ I ଡିଜି ଏଠି କଣ୍ଢେଇ I କିକ ମାରି ଏଠି ଡିଜିଙ୍କୁ ବାହାର କରିବା ସରକାରଙ୍କ ପୁରୁଣା ଅଭ୍ୟାସ I ପୂର୍ବରୁ ବହୁତ ଉଦାହରଣ ରହିଛି I ସବୁବେଳେ ଡିଜିଙ୍କୁ ଏମିତି କରାଯାଉଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More