୨୩ ରେ ଜନତା ମୈଦାନ ରେ “ମ୍ୟାକ ଡୋଏଲସ ନମ୍ବର ୱାନ ୟାରୀ ଜାମ ଫେଷ୍ଟ” : ସଂଗୀତରେ ନଚେଇବେ ସୁନିଧି ଓ ଅର୍ଜୁନ

0

ଭୁବନେଶ୍ୱର : ଆସନ୍ତା ୨୩ ତାରିଖରେ ଭୁବନେଶ୍ୱରସ୍ଥିତ ଜନତା ମୈଦାନ ଠାରେ ଆୟୋଜିତ ହେବାକୁ ଯାଉଛି ” ମ୍ୟାକ ଡୋଏଲସ ନମ୍ବର ୱାନ ୟାରୀ ଜାମ ଫେଷ୍ଟ” I ଏଥର ନୂଆ ଫର୍ମାଟରେ ଆୟୋଜିତ ହେବାକୁ ଯାଉଥିବା ଏହି ୟାରୀ ଜାମ ଫେଷ୍ଟରେ ବଲୀଉଡର ଦୁଇ ପରିଚିତ ଚେହେରାଙ୍କ ସହ ଓଡ଼ିଶାର ସ୍ରୋତାମାନଙ୍କୁ ନିଜ ଦମଦାର ମ୍ୟୁଜିକରେ ନଚେଇବାକୁ ଭୁବନେଶ୍ୱର ଆସୁଛନ୍ତି ଅର୍ଜୁନ କାଉଁଗୋ ଏବଂ ଲୋକପ୍ରିୟ ଗାୟିକା ଶୂନିଧି ଚୌହାନ I ପ୍ରଥମେ ଆଞ୍ଚଳିକ କଳାକାରମାନେ ମ୍ୟାକ ଡୋଏଲସ ନମ୍ବର ୱାନ ସୋଡ଼ା ପ୍ଲାଟଫର୍ମ ନମ୍ବର ୱାନ ୟାରୀ ଜାମ ପ୍ୟାଡ଼ରେ ସଂଗୀତ ପରିବେଷଣ କରିବା ପରେ ଆଗଧାଡିର କଳାକାରମାନେ ମଞ୍ଚକୁ ଆସିବେ I ଏହି ଫେଷ୍ଟ ସଂଗୀତରେ ରୁଚି ରଖୁଥିବା ସ୍ରୋତାଙ୍କ ଭରପୁର ମନୋରଞ୍ଜନ କରିବା ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More