ଆଜି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ

0

ଭୁବନେଶ୍ୱର : ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍ ଆଜି ଧର୍ମଶାଳାରେ ଖେଳାଯିବ । ଉଭୟ ଦଳ ସିରଜ ଜିତିବା ଲକ୍ଷରେ ପଡିଆକୁ ଓଲ୍ହାଇବେ I ବେହରାଇଆ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିରେବ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ପେସ୍‌ ବୋଲର ଭୁବନେଶ୍ୱର କୁମାର ଓ ଓପନର ଶିଖର ଧାୱନଙ୍କ ଉପରେ ସମସ୍ତଙ୍କ ନଜର ରହିବ I
ସମ୍ଭାବ୍ୟ ଦଳ
ଭାରତ : ଶିଖର ଧାୱନ, ପୃଥ୍ୱୀ ଶ, ବିରାଟ କୋହଲି (ଅଧିନାୟକ), ଶ୍ରେୟାସ ଆୟର, ଲୋକେଶ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡ଼େଜା, ଭୁବନେଶ୍ୱର କୁମାର, ନବଦୀପ ସାଇନି, ୟୁଝବେନ୍ଦ୍ର ଚହଲ, ଜଶପ୍ରୀତ୍‌ ବୁମ୍‌ରା ।
ଦ.ଆଫ୍ରିକା : କ୍ୱିଣ୍ଟନ ଡି’କକ୍‌ (ଅଧିନାୟକ), ଜାନେମନ ମଲନ/ତେମ୍ବା ବଭୁମା/ଜନ୍‌ ଜନ୍‌ ସ୍ମଟ୍ସ, ରାସି ଭାନ୍‌ ଡର ଡୁସେନ, ଫାଫ୍‌ ଡୁପ୍ଲେସି, ହେନରିଚ୍‌ କ୍ଲାସେନ, ଡେଭିଡ୍‌ ମିଲର, ଆଣ୍ଡିଲ ଫେଲୁକ୍ୱାୟୁ, କେଶବ ମହାରାଜ, ବିଉରାନ ହେଣ୍ଡ୍ରିକ୍ସ/ଜର୍ଜ ଲିଣ୍ଡ, ଆନରିଚ୍‌ ନର୍ଜ, ଲୁଙ୍ଗି ଏନ୍‌ଗିଡ଼ି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More