ଦେଶର ସର୍ବବୃହତ ସଫ୍ଟୱେଆର କମ୍ପାନୀ ଇନଫୋସିସ ୧୦ ହାଜର କର୍ମଚାରୀଙ୍କୁ ଚାକିରିରୁ ହଟେଇବ

0

ଦେଶର ସର୍ବବୃହତ ସଫ୍ଟୱେଆର କମ୍ପନୀ ହିସାବରେ ପରିଗଣିତ ହେଉଥିବା ଇନଫୋସିସ ନିଜ ବ୍ୟବସାୟରେ Low Margin ଏବଂ Slow Growth କାରଣରୁ ତାର ୧୦ ହଜାର କର୍ମଚାରୀଙ୍କୁ ଚାକିରିରୁ କାଢି ଦେବା ପାଇଁ ନିଷ୍ପତି ନେଇଛି I କାରଣ ଆମେରିକା ସରକାର ଇନଫୋସିସକୁ ୫ ହଜାରରୁ ଅଧିକ ଆମେରିକୀୟ କର୍ମଚାରୀଙ୍କୁ ନିଜୁକ୍ତି ଦେବାକୁ ନିଷ୍ପତି ନେଇଛନ୍ତି I କାରଣ ଭାରତରୁ ନିଯୁକ୍ତି ପାଇଥିବା ଯୁବକ ମାନଙ୍କୁ ଆମେରିକାର H1B ଭିସା ନ ମିଳିବା ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More