ଟୋକିଓ ଅଲିମ୍ପିକ୍ସ : ହକିରେ ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ବ୍ରୋଞ ପଦକ ହାସଲ କରିଛି

0

ଦୀର୍ଘ ୪୧ ବର୍ଷ ପରେ ଅଲମ୍ପିକ୍ସରେ ଭାରତକୁ ବ୍ରୋଞ ପଦକ I ଟୋକିଓ ଅଲମ୍ପିକ୍ସ ହକିରେ ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ବ୍ରୋଞ୍ଚ ପଦକ ପାଇଛି I ପୁରୁଷ ହକିଦଳ ଦେଶ ପାଇଁ ଗୌରବ ଆଣିଛି । ଏହି ମ୍ୟାଚ ବେଶ୍‌ ସଂଘର୍ଷପୂର୍ଣ୍ଣ ଥିଲା । ଶେଷରେ ଭାରତୀୟ ହକିଦଳ ବିଜୟ ଲାଭ କରି ବ୍ରୋଞ୍ଚ ପଦକ ଜିତିଛନ୍ତି ।
ଏହି ହାଇଭୋଲଟେଜ୍ ମୁକାବିଲାରେ ଟିମ୍ ଇଣ୍ଡିଆ ସେତେଟା ଭଲ ଆରମ୍ଭ କରିନଥିଲା । କିନ୍ତୁ ଲଗାତର ଭାବେ ଗୋଲ କରି ପ୍ରତ୍ୟାବର୍ତ୍ତନ କରିଥିଲା । ଏହାପରେ କିନ୍ତୁ ଜର୍ମାନୀ ଆଉ ୨ଟି ଗୋଲ୍ କରି ଭାରତ ଉପରେ ଚାପ ପକାଇଥିଲା । କିନ୍ତୁ ଭାରତ ୨ ମିନିଟରେ ୫-୩ରେ ଆଗୁଆ ରହିଥିଲା ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More