ଟୋକିଓ ଅଲିମ୍ପିକ୍‌ସ : କ୍ଵାଟର ଫାଇନାଲରେ ଭାରତକୁ ଭେଟିବ ଗ୍ରେଟ୍‌ ବ୍ରିଟେନ

0

ଟୋକିଓ ଅଲିମ୍ପିକ୍‌ସରେ ଭାରତୀୟ ପୁରୁଷ ହକି ଦଳ ଚତୁର୍ଥ ବିଜୟ ହାସଲ କରିଛି । ଶୁକ୍ରବାର ପୁଲ-ଏ ର ଖେଳାଯାଇଥିବା ଶେଷ ଲିଗ୍‌ ମ୍ୟାଚରେ ଭାରତ ୫-୩ ଗୋଲରେ ଆୟୋଜକ ଜାପାନକୁ ପରାସ୍ତ କରିଛି । ଭାରତ ୫ଟି ମ୍ୟାଚରୁ ୪ଟି ବିଜୟ ଓ ଗୋଟିଏ ପରାଜୟ ସହ ୧୨ ପଏଣ୍ଟ ପାଇ ଗ୍ରୁପ ରନର୍ସଅପ ହୋଇଛି । ଭାରତ କ୍ବାର୍ଟର ଫାଇନାଲ ମ୍ୟାଚ ରବିବାର ପୁଲ-ବି ର ତୃତୀୟ ସ୍ଥାନରେ ଥିବା ଗ୍ରେଟ୍‌ ବ୍ରିଟେନ ସହିତ ଖେଳିବ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More