ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଦିନିକିଆ : ସିରିଜ ବରାବର କରିବା ଲକ୍ଷରେ ପଡିଆକୁ ଓଲ୍ହାଇବ ବିରାଟ ବାହିନୀ

0

ଭୁବନେଶ୍ୱର : ଆଜି ଭାରତ – ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ବିଶାଖାପାଟଣାରେ ଖେଳାଯିବ ଦ୍ୱିତୀୟ ଦିନିକିଆ I ଅପରାହ୍ନ ଦିନ ୧:୩୦ ରେ ହେବ ଏହି ମ୍ୟାଚ୍ ଖେଳାଯିବ । ଚେନ୍ନାଇରେ ଖେଳାଯାଇଥିବା ପ୍ରଥମ ଦିନିକିଆକୁ ଜିତି ୱେଷ୍ଟଇଣ୍ଡିଜ ସିରିଜରେ ୧-୦ରେ ଆଗୁଆ ରହିଛି । ତେଣୁ ଆଜିର ମ୍ୟାଚ ଇଣ୍ଡିଆ ଟିମ ପାଇଁ ଗୁରୁତ୍ୱପୂର୍ଣ ରହିବ I
ସମ୍ଭାବ୍ୟ ଦଳ –
ଭାରତ: ରୋହିତ ଶର୍ମା, ଲୋକେଶ ରାହୁଲ, ବିରାଟ କୋହଲି(ଅଧିନାୟକ), ଶ୍ରେୟାସ ଆୟର, ରିଶଭ ପନ୍ତ, କେଦାର ଯାଦବ, ଶିବମ ଦୁବେ, ରବିନ୍ଦ୍ର ଜାଡେଜା/ୟୁଝବେନ୍ଦ୍ର ଚହଲ,ମହମ୍ମଦ ସାମି, କୁଲଦୀପ ଯାଦବ, ଦୀପକ ଚହର ।
ୱେଷ୍ଟ ଇଣ୍ଡିଜ୍‌: ସାଇ ହୋପ୍‌, ଏଭିନ ଲୁଇସ୍‌/ସୁନିଲ ଆମ୍ବ୍ରିସ, ସିମରନ ହେତମେୟାର, ନିକୋଲାସ ପୂରାନ, ରଷ୍ଟନ ଚେଜ, କିରେନ ପୋଲାର୍ଡ(ଅଧିନାୟକ), ଜାସନ ହୋଲ୍ଡର, କିମୋ ପଲ୍‌, ହେଡେନ ୱାଲ୍ସ ଜୁନିୟର, ଅଲଜାରୀ ଜୋଶେଫ, ସେଲଡନ କଟରେଲ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More