ଆଜି ଭାରତର – ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ ସିରିଜ୍

0

ଆଜି ଭାରତର – ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ ସିରିଜ୍
ଭୁବନେଶ୍ୱର : ଆଜିଠୁ ଭାରତର – ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନିକିଆ ସିରିଜ୍‌ ଆରମ୍ଭ ହୋଇଯାଇଛି । ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ମ୍ୟାଚଟି ଅଷ୍ଟ୍ରେଲିଆର ସିଡ୍‌ନୀ ଗ୍ରାଉଣ୍ଡରେ ‌ଖେଳାଯାଉଛି । ଭାରତୀୟ ସମୟ ସକାଳ ୯ଟା ୧୦ ମିନିଟରୁ ମ୍ୟାଚ୍‌ ଆରମ୍ଭ ହୋଇଛି । କରୋନା ମହାମାରୀ ପାଇଁ ଗତ ମାର୍ଚ୍ଚ ମାସ ଠାରୁ ଭାରତୀୟ ଦଳ ଅନ୍ତର୍ଜାତୀୟ କ୍ରିକେଟଠୁ ଦୂରେଇ ରହିଥିଲା । ଦୀର୍ଘ ୮ ମାସ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି I ବିଜୟ ସହ ଦିନିକିଆ ସିରିଜ୍ ଆରମ୍ଭ କରିବାକୁ ଉଭୟ ଦଳ ଚାହିଁବେ । ଆଜିର ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିଆବକୁ ନିସ୍ପତି ନେଇଛି I ୪୧ ଓଭର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୨ ଉଇକେଟ ବିନିମୟରେ ୨୬୪ ରନ କରିଛି

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More